ଡେର୍ମିଟୋରୀ ବିଭାଗ, ସମ୍ପତ୍ତି କାଉଣ୍ଟର, ପଞ୍ଜୀକରଣ ଏବଂ ଶିଶୁ ବିଭାଗ, ମୁଖ୍ୟ ପ୍ରବେଶ ଦ୍ୱାର, ଲାଇବ୍ରେରିଆନଙ୍କ କୋଠରୀ, ବିଷୟ ସଂଗ୍ରହ ବିଭାଗ, କ୍ୟାରିଅର ବିକାଶ ବିଭାଗ, ବିପିଏଲ- ପାଠ୍ୟକ୍ରମ ଗୃହl
ଭାଷା ଏବଂ ସାହିତ୍ୟ ବିଭାଗ ଏବଂ ପାଠକାଳୟ, କ୍ରମିକ ବିଭାଗ ଏବଂ ପାଠକାଳୟ, ରିପ୍ରୋଗ୍ରାଫି ବିଭାଗ, କମ୍ପ୍ୟୁଟର ବିଭାଗ, ଉପନିର୍ଦ୍ଦେଶକଙ୍କ କକ୍ଷ, ପ୍ରଶାସନିକ ସେବା ବିଭାଗ, ବୈଷୟିକ ସେବା ବିଭାଗ।
SL-ସନ୍ଦର୍ଭ ଏବଂ ଗବେଷଣା ବିଭାଗ ଏବଂ ପାଠକାଳୟ।
ଜମାକାରୀ ଏବଂ ସରକାରୀ ଡକ୍ୟୁମେଣ୍ଟ ବିଭାଗ।
ରାଜ୍ୟ ପାଠାଗାରଟି 70,000 ବର୍ଗଫୁଟ (350 ଫୁଟ ପ୍ରସ୍ଥ * 200 ଫୁଟ ଲମ୍ବ) ପ୍ଲିଣ୍ଟ କ୍ଷେତ୍ର ବିଶିଷ୍ଟ ଏକ ଚାରି ମହଲା ବିଶିଷ୍ଟ କୋଠାରେ କାର୍ଯ୍ୟ କରୁଛି। ଏହି କୋଠାରେ କୋଲକାତାର ଜାତୀୟ ପାଠାଗାର ଢାଞ୍ଚାରେ ଦୁଇଟି ମେଜାନାଇନ୍ ମହଲା ଅଛି।
ରବିବାର ସମେତ ସମସ୍ତ କାର୍ଯ୍ୟଦିବସରେ ପାଠାଗାରଟି ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ କାର୍ଯ୍ୟ କରୁଛି। ଦ୍ୱିତୀୟ ଶନିବାର ଦିନ କାର୍ଯ୍ୟ ସମୟ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ। ସୋମବାର ସାପ୍ତାହିକ ଛୁଟି।y.
ଜବାହରଲାଲ ନେହେରୁ ମାର୍ଗ, ୟୁନିଟ୍ IV, ଭୁବନେଶ୍ୱର- 751001 ଟେଲିଫୋନ୍ ନମ୍ବର- 0674-2514315 ଫ୍ୟାକ୍ସ ନମ୍ବର- 0674-2514315